ଭାଗ୍ୟବନ୍ତ
(ଭାଗ୍ୟବନ୍ତୀ—ସ୍ତ୍ରୀ)
ଭାଗ୍ୟବାନ୍; କପାଳିଆ —Fortunate.
[ଉ—ମତଙ୍ଗ ଋଷିଙ୍କ କେଦାର ନାମେ ସ୍ଥାନ, ଭାଗ୍ୟବନ୍ତ ଲେକର ହୁଏ ସେ ଦର୍ଶନ କୃଷ୍ଣସିଂହ ମହାଭାରତ. ବନ]