Jump to content

ଭାଗ୍ୟବାଦୀ

ଉଇକିଅଭିଧାନ‌ରୁ

ଭାଗ୍ୟବାଦୀ

ଉଚ୍ଚାରଣ

[ସମ୍ପାଦନା]
(ଭାଗ୍ୟବାଦିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ଓ ବିଶେଷ୍ୟ - ପୁଲିଙ୍ଗ - (ଭାଗ୍ୟ+ବାଦିନ୍ ୧ମା. ୧ବ)

[ସମ୍ପାଦନା]

ଅଦୃଷ୍ଟବାଦୀ; ଯେଉଁ ବ୍ୟକ୍ତି କହେ ଯେ ମନୁଷ୍ୟର ସୁଖ ଦୁଃଖ ତାହାର ଉଦ୍ୟମ ଉପରେ ନିର୍ଭର କରେ ନାହିଁ, ମାତ୍ର ତାହାର ଅଦୃଷ୍ଟ ଉପରେ ନିର୍ଭର କରେ —Fatalist; fatalistic.