Jump to content

ଭାଗ୍ୟବାନ୍

ଉଇକିଅଭିଧାନ‌ରୁ

ଭାଗ୍ୟବାନ୍

ଉଚ୍ଚାରଣ

[ସମ୍ପାଦନା]
(ଭାଗ୍ୟବତୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଭାଗ୍ୟ+'ଅଛି' ଅର୍ଥରେ ବତ୍; ୧ମା. ୧ବ)

[ସମ୍ପାଦନା]

ସୌଭାଗ୍ୟଶାଳୀ; ଅଦୃଷ୍ଟବାନ୍; କପାଳିଆ —Lucky; fortunate.