Jump to content

ଭାଗ୍ୟଲିପି

ଉଇକିଅଭିଧାନ‌ରୁ

ଭାଗ୍ୟଲିପି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଅଦୃଷ୍ଟ ଲିଖନ; କପାଳ ଲେଖନ; ଯାହା ମନୁଷ୍ୟର କର୍ମରେ ଲେଖାଥାଏ —That which has been preordained by Fate.

[ଦ୍ରଷ୍ଟବ୍ୟ — ହିନ୍ଦୁଙ୍କ ବିଶ୍ୱାସ ଯେ ମନୁଷ୍ୟର ଜନ୍ମ ହେବାର ଅବ୍ୟବହିତ ପୂର୍ବରୁ ବା ପରେ ବିଧାତା ପୁରୁଷ ତାର କପାଳ ଉପରେ ପୂର୍ବଜନ୍ମକୃତ କର୍ମର ଫଳସ୍ୱରୂପ ଭବିଷ୍ୟତ ଜୀବନର ଅବଶ୍ୟମ୍ଭାବୀ ଘଟନାବଳି କଲମ ଧରି ଲେଖିଦିଅନ୍ତି ଏବଂ ତଦନୁସାରେ ସେ ଜୀବନରେ ସୁଖ ଦୁଃଖ ଭୋଗ କରେ]