Jump to content

ଭାଗ୍ୟ ଦେଖାଇବା

ଉଇକିଅଭିଧାନ‌ରୁ

ଭାଗ୍ୟ ଦେଖାଇବା

ଉଚ୍ଚାରଣ

[ସମ୍ପାଦନା]

[ଭାଗ୍ୟ ଦେଖାଇ ହେବା—ଅନ୍ୟରୂପ]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ଆପଣା ସୌଭାଗ୍ୟର ବିଷୟ ଅନ୍ୟ ବ୍ୟକ୍ତି ଆଗରେ ଗର୍ବରେ ପ୍ରକାଶ କରିବା —To show off one's good fortune or riches before others.