ଭାଗ୍ୟ ବିଧାତା
ଦେଖଣା
ଭାଗ୍ୟ ବିଧାତା
ଉଚ୍ଚାରଣ
[ସମ୍ପାଦନା](ଭାଗ୍ୟବିଧାତ୍ରୀ—ସ୍ତ୍ରୀ)
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ଭାଗ୍ୟ+ବିଧାତୃ ୧ମା. ୧ବ)
[ସମ୍ପାଦନା]- ୧. ଯାହା ଉପରେ ମନୁଷ୍ୟର ସୁଖ ଦୁଃଖ ନିର୍ଭର କରେ; ଅଦୃଷ୍ଟର ନିୟନ୍ତା —୧. The dispenser of a person's fortune; a person on whom depends one's weal or woe.
- ୨. ବିହି; ବିଧାତା —୨. The Creator.
[ଦ୍ରଷ୍ଟବ୍ୟ —ହିନ୍ଦଙ୍କର ବିଶ୍ୱାସ ଯେ ବ୍ରହ୍ମା ବା ବିଧାତା ମନୁଷ୍ୟର ଇହଜୀବନର ଘଟନାମାନ ଜନ୍ମର ଅବ୍ୟବହିତ ପୂର୍ବରୂ ବା ପରେ ତା କପାଳରେ ଲେଖି ଦିଅନ୍ତି ଏହି ଘଟନା ସକଳ ଭକ୍ତ ମନୁଷ୍ୟର ପୂର୍ବଜନ୍ମକୃତ କର୍ମର ଅପରିବର୍ତ୍ତନୀୟ ଫଳ]