Jump to content

ଭାଗ୍ୟ ବିପର୍ଯ୍ୟୟ

ଉଇକିଅଭିଧାନ‌ରୁ

ଭାଗ୍ୟ ବିପର୍ଯ୍ୟୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍ ଭାଗ୍ୟ+ବିପର୍ଯ୍ୟୟ)

[ସମ୍ପାଦନା]
୧. ଦୂରଦୃଷ୍ଟ; ମନ୍ଦଭାଗ୍ୟ —୧. Ill luck; adversity.
୨. ସୌଭାଗ୍ୟର ପରିବର୍ତ୍ତନ — ୨. Change of fortune; reverse of fortune.