ଭାଗ ଚଷିବା
ଦେଖଣା
ଭାଗ ଚଷିବା
ଉଚ୍ଚାରଣ
[ସମ୍ପାଦନା](ଭାଗ ଧରିବା; ଭାଗ ନେବା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଭାଗ ଚଷିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]କ୍ଷେତ୍ରସ୍ୱାମୀଙ୍କୁ ଉତ୍ପନ୍ନ ବସ୍ତୁର ଅର୍ଦ୍ଧକ ଦେବା ଚୁକ୍ତିରେ ତାହାର ଜମିକୁ ଚାଷ କରିବା —To cultivate a land on stipulation of paying half the produce. to the land-lord.