ଭାଗ ଦେବା
ଦେଖଣା
ଭାଗ ଦେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଭାଗ ଦେବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଆପଣାର କୌଣସି ଜମିକୁ ଭାଗ ଚାଷ କରିବା ନିମନ୍ତେ ପ୍ରଜାକୁ ପଟା ଦେବା —୧. To let out one's land to a cultivator on produce-rent.
- ୨. (ପ୍ରଜା) ଜମିଦାରଙ୍କୁ ଦେୟ ରାଜଭାଗ ତାହାଙ୍କୁ ଦେବା — ୨. To deliver half the produce of a hold ing to the land-owner.
- ୩. କୌଣସି ସମ୍ପତ୍ତିରୁ କାହାରିକୁ ଅଂଶ ବା ହିଂସା ଦେବା — ୩. To allow a person to take a share from any property.