Jump to content

ଭାଗ ବଣ୍ଟନ

ଉଇକିଅଭିଧାନ‌ରୁ

ଭାଗ ବଣ୍ଟନ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଭାଗ ବଣ୍ଟରା, ଭାଗ ବଣ୍ଟା, ଭାଗ ବାଣ୍ଟିରା—ଦେଶଜରୂପ)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

କୌଣସି ବସ୍ତୁକୁ ଅଂଶୀଦାରମାନଙ୍କ ମଧ୍ୟରେ କ୍ଷୁଦ୍ର କ୍ଷୁଦ୍ର ଅଂଶରେ ବାଣ୍ଟିବା —Parti tioning a thing into different shares or portions.