Jump to content

ଭାଗ ହାର

ଉଇକିଅଭିଧାନ‌ରୁ

ଭାଗ ହାର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଭାଗ+ହୃ ଧାତୁ+ଭାବ. ଅ)

[ସମ୍ପାଦନା]
୧. ଯେଉଁ ଉପାୟରେ କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ରାଶିକୁ କୌଣସି ନିର୍ଦ୍ଦିଷ୍ଟ ସଂଖ୍ୟକ ସମାନ ଅଂଶରେ ବିଭକ୍ତ କରାଯାଏ —୧. The arithmetical process of dividing a number into equal shares.
୨. ବିଭାଗ ଗ୍ରହଣ; ଅଂଶ ଗ୍ରହଣ —୨. The taking of a share.