ଭାଙ୍ଗ
ଦେଖଣା
ଭାଙ୍ଗ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଭଙ୍ଗ)
[ସମ୍ପାଦନା]- ୧. ଗଞ୍ଜେଇ ଗଛର ପତ୍ର —୧. The leaves of the Indian hemp.
- ୨. ଗଞ୍ଜେଇ, ପତି ବା କଲୀ ପ୍ରସ୍ତୁତ କରାଯିବା ଉନ୍ମାଦକ ପାନୀୟବିଶେଷ —୨. An intoxicating drink made by pounding the leaves of Indian hemp with black pepper and other spices.
- ୩. (ସଂସ୍କୃତ - ଭନଜ୍ ଧାତୁ) ଲୁଗା ଆଦି ଭାଙ୍ଗି ରଖିବାର ଦାଗ —୩. A crease of anything (cloth etc) which has been folded.
- ୪. ଲୁଗାଆଦି ଭଙ୍ଗା ଗଲେ ଯେଉଁ ସ୍ତର ହୁଏ —୪. The layer of anything like cloth when fold up.
- ୫. ଭାଙ୍ଗିବା ବା ଭଙ୍ଗୀ ରଚନା କରିବା —୫. Making an artistic fold.
- ୬. ଚିତ୍ର ଓ ମଣ୍ଡଳ ଆଦିର ଅଙ୍କନ —୬. Drawing of pictures or artistic circles.
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -
[ସମ୍ପାଦନା]ପାନ ସଙ୍ଗେ ଖାଇବା ବା ପାଟିରେ ପକାଇବାରେ ବ୍ୟବହୃତ ତମାଖୁ ଗୁଣ୍ଡା —Tobacco powder used for chewing with or without betel.