Jump to content

ଭାଙ୍ଗୁଣି

ଉଇକିଅଭିଧାନ‌ରୁ

ଭାଙ୍ଗୁଣି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ଭଙ୍ଗ)

[ସମ୍ପାଦନା]
୧. ଭାଙ୍ଗିବା —୧. Act of breaking.
୨. ଅନ୍ୟଥାକରଣ; ଲଙ୍ଘନ —Violation.
୩. ଯେଉଁ ଉପାୟଦ୍ୱାରା ରସାୟନ ଔଷଧର ତେଜ ଉଣା ହୁଏ —୩. Appliances by which the potency of tonics is lost or lessened.