Jump to content

ଭାଙ୍ଗୁଣିଆଁ

ଉଇକିଅଭିଧାନ‌ରୁ

ଭାଙ୍ଗୁଣିଆଁ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଯେ ଭାଙ୍ଗେ —୧. Breaking; one who breaks.
୨. ଯେ ନିଜର ପରିବାରର ଶାନ୍ତି ନଷ୍ଟ କରେ —୨. Causing disturbance in one's own family.
୩. ଯେ ପରର ଘର ଭାଙ୍ଗେ —୩. Creating dissensions in another's family.