ଭାଙ୍ଗ୍
ଦେଖଣା
ଭାଙ୍ଗ୍
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ଯୁବକ ରାଧାଶ୍ୟାମଙ୍କ ପ୍ରବର୍ତ୍ତିତ ଦେଶୀ କସରତରେ ପ୍ରଯୁଜ୍ୟ ଆଦେଶ ବଚନ)
[ସମ୍ପାଦନା]ଭାଙ୍ଗ; ବନ୍ଦକର —
(a term of school drill) Dismiss!
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -
[ସମ୍ପାଦନା]ପାନ ସଙ୍ଗେ ଖିଆଯିବା ଓ ପାଟିରେ ପକାଯିବା ତମାଖକୁଗୁଣ୍ଡା —Tobacco powder used for chewing with or without betel.