Jump to content

ଭାଙ୍ଗ ଉଚର

ଉଇକିଅଭିଧାନ‌ରୁ

ଭାଙ୍ଗ ଉଚର

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଗଞ୍ଜାପା ବା ହସ୍ତଖେଳର ଅବସ୍ଥାବିଶେଷ; ଖେଳାଳି ହାତରେ କୌଣସି ରଙ୍ଗର ରଜା, ନଅ ବା ଦୋକା ଥିଲେ ଓ ତାହାର ହାତରେ ୧୪: ଖଣ୍ଡ ସାରରୁ କମ୍ ସାର ଥିଲେ ତାହାକୁ ହାକିମ କରିବା ନିମନ୍ତେ ଖେଳିବାର ଅବସ୍ଥାବିଶେଷ (ନନ୍ଦେ) — A particular stage in the game of country cards in the player has got the king card and the cards with ୯ and ୨ points and has got less than ୧୪ cards in his hands.