ଭାଙ୍ଗ ଉଚଲ
ଦେଖଣା
ଭାଙ୍ଗ ଉଚଲ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଗଞ୍ଜାପା ବା ହସ୍ତଖେଳର ଅବସ୍ଥାବିଶେଷ; ଖେଳାଳି ହାତରେ କୌଣସି ରଙ୍ଗର ରଜା, ନଅ ବା ଦୋକା ଥିଲେ ଓ ତାହାର ହାତରେ ୧୪: ଖଣ୍ଡ ସାରରୁ କମ୍ ସାର ଥିଲେ ତାହାକୁ ହାକିମ କରିବା ନିମନ୍ତେ ଖେଳିବାର ଅବସ୍ଥାବିଶେଷ (ନନ୍ଦେ) — A particular stage in the game of country cards in the player has got the king card and the cards with ୯ and ୨ points and has got less than ୧୪ cards in his hands.