Jump to content

ଭାଙ୍ଗ ଘୋଟିବା

ଉଇକିଅଭିଧାନ‌ରୁ

ଭାଙ୍ଗ ଘୋଟିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଭାଙ୍ଗ ବାଟିବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ - (ସଂସ୍କୃତ - ଭଙ୍ଗ+ଘଟ୍ଟ ଧାତୁ)

[ସମ୍ପାଦନା]

ମରିଚ ଓ ମସଲା ସହିତ ପତି ବା ଗଞ୍ଜେଇକଲୀକୁ ଗୋଟିଏ ପଥୂରୀ କୁଣ୍ଡୀରେ ରଖି ଖଣ୍ଡେ ବାଡ଼ିର ମୂଳରେ ତାକୁ ମର୍ଦ୍ଦନ କରିବା —To pound the leaves of Indian hemp with black papper and spices in a mortar with the help of a wooden pastling rod.