ଭାଙ୍ଗ ଫିକ
ଦେଖଣା
ଭାଙ୍ଗ ଫିକ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଗଞ୍ଜପା ଖେଳର ଅବସ୍ଥାବିଶେଷ; ଖେଳାଳି ହାତରେ କୌଣସି ରଙ୍ଗର ରଜା, ଆଠ ଓ ତିକା ଥିଲେ ଓ ୨୧: ଖଣ୍ଡ ସାରରୁ ବେଶି ଥିଲେ ଆଠକୁ ବା ତିକାକୁ ହାକିମ କରିବା ପାଇଁ ଖେଳିବା (ନନ୍ଦେ) — A particular stage or state of affairs in the card game of Gan̄japā when a player has the king card, the cards with eight and ୩ points and has got more than ୨୧ cards in his hands.