Jump to content

ଭାଜନ

ଉଇକିଅଭିଧାନ‌ରୁ

ଭାଜନ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ଭଜ୍ ଧାତୁ=ସେବା+କରିବା+କର୍ମ. ଅନ)

[ସମ୍ପାଦନା]
୧. ଆଧାର; ପାତ୍ର —୧. Receptacle.
୨. ଆଶ୍ରୟ —୨. Refuge; shelter.
୩. ସୁପାତ୍ର; ଯୋଗ୍ୟପାତ୍ର —୩. A deserving person.

ସଂସ୍କୃତ - ବିଣ—(ପୁଂ ଓ ସ୍ତ୍ରୀ)

[ସମ୍ପାଦନା]

ଯୋଗ୍ୟ —Deserving.

(ସଂସ୍କୃତ - ସ୍ନେହ— ଭାଜନ, ସ୍ନେହପାତ୍ର ଇତ୍ୟାଦି ଶବ୍ଦପୁଲିଙ୍ଗ - ଓ ସ୍ତ୍ରୀଲିଙ୍ଗରେ ବ୍ୟବହୃତ ହୁଏ)