ଭାଜି
ଦେଖଣା
ଭାଜି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଭୃଜ୍ ଧାତୁ)
[ସମ୍ପାଦନା]ଭର୍ଜ୍ଜିତ ବ୍ୟଞ୍ଜନ; ଘିଅରେ ବା ତେଲରେ ଭଜା ହୋଇଥିବା ଖାଦ୍ୟ —Roasted or fried food.
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -
[ସମ୍ପାଦନା]- ୧. କୋଶଳା ଶାଗ —୧. A kind of potherb.
[ଉ— ଭାଜିର ଉଠେ କେନା ପାଏନ୍ ପାଏ ଢଗ ଏଥିର ଅର୍ଥ କୋଶଳା ଶାଗ ଲାଗି କନିଶିରି ପାଣି ପାଏ; ତୁଳନା— କର, ଓଡ଼ିଶା ପ୍ରଚଳିତ ଢଗ—ଦାଳୁଅ ଲାଗି କନିଶିରି ପାଣି ଯାଏ
- ୨. (ଢୁଳ. ହିନ୍ଦୀ - ଏହି ଅର୍ଥରେ ଏହି ଶବ୍ଦ) ଶାଗ — ୨. Pot-herb.