Jump to content

ଭାଜିତ

ଉଇକିଅଭିଧାନ‌ରୁ

ଭାଜିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - [ଭଜ୍ ଧାତୁ+କର୍ମ. ତ]

[ସମ୍ପାଦନା]

ପୃଥକ୍କୃତ୍; ବିଭକ୍ତ — Divided.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଭାଗ; ଅଂଶ —Part; share.