ଭାଜ୍ୟ
(ଗଣିତ) ଯେଉଁ ରାଶି ଅନ୍ୟ ରାଶିଦ୍ୱାରା ଭାଗ କରାଯାଏ — (arithmetic) A dividend.
ଯାହାକୁ ଭାଗ କରିବା ଉଚିତ୍; ଭାଗାର୍ହ; ଭାଗ ଯୋଗ୍ୟ —Divisible.