Jump to content

ଭାଟ

ଉଇକିଅଭିଧାନ‌ରୁ

ଭାଟ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଭଟ୍ଟ)

[ସମ୍ପାଦନା]
୧. ବଂଶଚରିତକୀର୍ତ୍ତନକାରୀ ଗାୟକ — ୧. Bard; herald.
୨. ସ୍ତୁତିପାଠକ; ବନ୍ଦୀ — ୨. A panegyrist.

(ଉ—ନୋହିଲେ କିଁପା ଭାଟ ପ୍ରାୟେ ସ୍ତୁତି କର କୃଷ୍ଣସିଂହ. ମହାଭାରତ. ସଭା)

୩. ବର୍ଣ୍ଣସଙ୍କର ଜାତିବିଶେଷ —୩. A hybrid caste.
୪. ରାଜଦୂତ —୪. Ambassador.