Jump to content

ଭାଟି

ଉଇକିଅଭିଧାନ‌ରୁ

ଭାଟି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଭାଣ୍ଡୀ)

[ସମ୍ପାଦନା]
୧. ବଡ଼ ଚୁଲି —୧. A furnace; kiln.
୨. ମଦ୍ୟ ପ୍ରସ୍ତୁତ କରିବାର ବଡ଼ ହାଣ୍ଡି — ୨. Large pot for distilling wine or spirits.
୩. ଅର୍କ କାଢ଼ି ମଦ ତିଆରି କରିବାର ଯନ୍ତ୍ର —୩. Still.
୪. ଧୋବା ଯେଉଁ ବଡ଼ ବଡ଼ ହାଣ୍ଡିରେ ଲୁଗା ସିଝାଏ —୪. Large earthen pots for boiling clothes to be washed by a washerman; a washerman's cloth-boiling pot.
୫. ଇଟା ପୋଡ଼ିବା ଚୁଲି — ୫. Brick kiln.
୬. ଗେଙ୍ଗୁଟି ପୋଡ଼ି ଚୂନ ତିଆରି କରିବା ଚୂଲି —୬. Lime kiln.

[ଦ୍ରଷ୍ଟବ୍ୟ —ଭିନ୍ନ ଭିନ୍ନ କାର୍ଯ୍ୟ ନିମନ୍ତେ ବ୍ୟବହୃତ ଭାଟି ଭିନ୍ନ ଭିନ୍ନ କାମରେ କଥିତ ଯଥା—ଧୋବା, ଭାଟି, ମଦ ଭାଟି, ଇଟାଭାଟି ଇତ୍ୟାଦି]

୭. ପୋଡ଼ା ଯାଉଥିବା ଇଟାର ସ୍ତୂପ —୭. The arranged heap of bricks burnt in a kiln.
୮. ଯେଉଁ ଘରେ ମଦ ତିଆରି ହୁଏ —୮. Distillery.