ଭାଟିଆ
ଦେଖଣା
ଭାଟିଆ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଭାଟିଆ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଗୁଜରାଟବାସୀ ବୈଶ୍ୟ ବଣିକ —୧. A B&aline;i̱ṡya merchant of Gujerat.
- ୨. କଚ୍ଛ ଓ କାଠିଆବାଡ଼ର ଅଧିବାସୀ ଭାଟିଆମାନଙ୍କ କଥିତ ସିନ୍ଧୁ ଭାଷାର କଚ୍ଛିଭାଖାର ରୂପାନ୍ତରିତ ଉପଭାଖାବିଶେଷ — ୨. A sub-dialect of Kachchhi dialect of the Sindhi language spoken by the Bhatias for Cutch and Kathiawar.
- ୩. ଭାଟିର ଭାରପ୍ରାପ୍ତ ବ୍ୟକ୍ତି —୩. A person in- charge of a kiln or distillery.