Jump to content

ଭାଟିଆରି

ଉଇକିଅଭିଧାନ‌ରୁ

ଭାଟିଆରି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଭର୍ତ୍ତୃହାରିକା)

[ସମ୍ପାଦନା]

ଗୀତର ରାଗବିଶେଷ ('ରାଗ' ତଳେ ଟୀକା ଦେଖ) —Name of a tune in song (See notes under Rāga.)

[ଦ୍ରଷ୍ଟବ୍ୟ —ମହାରାଜ ଭର୍ତ୍ତୃହରି ଏହି ରାଗର ପ୍ରବର୍ତ୍ତକ ଏହା ଦିବା ପ୍ରଥମ ପ୍ରହରରେ ଗେୟ ଏହା ସପ୍ତସ୍ୱରବିଶିଷ୍ଟ ଏଥିରୁ ଦୁଇ ସ୍ୱର କୋମଳ]