ଭାଟିଆ ବେଣ
ଧର୍ମ ସମ୍ପ୍ରଦାୟବିଶେଷ — A religious sect.
[ଦ୍ରଷ୍ଟବ୍ୟ —ବଲ୍ଲଭାଚାର୍ଯ୍ୟ ଏହି ସମ୍ପ୍ରଦାୟର ପ୍ରତିଷ୍ଠାତା ଧନ ସଞ୍ଚୟ ଏମାନଙ୍କର ମୁଖ୍ୟଉଦ୍ଦେଶ୍ୟ, ମାତ୍ର ଭୋଗବିଳାସ ବାସନା ଆଦୌ ନ ଥାଏ ମଦନମୋହନ. ତୀର୍ଥ ଦର୍ଶନ]