Jump to content

ଭାଟିବା

ଉଇକିଅଭିଧାନ‌ରୁ

ଭାଟିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ଘଟ୍ଟ ଧାତୁ=ଚାଳନ କରିବା)

[ସମ୍ପାଦନା]

(ଜୁଆର) କମିବା —(flowtide) To ebb.

(ଉ—ଆଜି ପୂର୍ଣ୍ଣିମା X X X X ବାରଟା ବେଳେ ଜୁଆର ଭାଟିବ ଠିକ ତେତିକି ବେଳେ ପ଼ଡ଼ିଛି ଅମୃତ ଯୋଗ—ଫକୀରମୋହନ. ଗଳ୍ପସ୍ୱଳ୍ପ)