Jump to content

ଭାଟ ଭିକାରୀ

ଉଇକିଅଭିଧାନ‌ରୁ

ଭାଟ ଭିକାରୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସହଚର) (ସଂସ୍କୃତ - ଭଟ୍ଟ+ଭିକ୍ଷାକାରୀ)

[ସମ୍ପାଦନା]

ଭାଟ ଓ ଭିକ୍ଷୁକ —Bards and beggars.

[ଦ୍ରଷ୍ଟବ୍ୟ —ପୂର୍ବେ ଭାଟମାନେ ରାଜାମାନଙ୍କ ନିକଟରେ ପ୍ରତ୍ୟହ ସ୍ତୁତି ପାଠ କରି ଚଳୁଥିଲେ ଏହି ପ୍ରାଚୀନ ପ୍ରଥା ଲୁପ୍ତମାନ ହେବାରୁ ଏବେ ଭାଟମାନେ ଦ୍ୱାରେ ଦ୍ୱାରେ କବିତା ବୋଲ୍ ଭିକ୍ଷା କରି ପେଟ ପୋଷନ୍ତି]