Jump to content

ଭାଡ଼ିଆ

ଉଇକିଅଭିଧାନ‌ରୁ

ଭାଡ଼ିଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

[ଭାଡ଼ିଆର(ଳ)—ଅନ୍ୟରୂପ]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବାଡ଼ି ଜଗୁଆଳ; ଯେ ଭାଡ଼ି ଉପରେ ଥାଇ ରାତିରେ ଶସ୍ୟକ୍ଷେତ୍ର ଆଦି ଜଗେ —One who watches the crops in the night from a high scaffolding.

[ଉ—କେ ଗୁଳା ବାଜିଲା, ମୁଣ୍ଡ ଘେନିଗଲା, ଭାଡ଼ି ଉପରୁ ଭାଡ଼ିଆର ବ୍ରଜନାଥ. ସମତରଙ୍ଗ]