Jump to content

ଭାଡ଼ି ଚହଲେଇବା

ଉଇକିଅଭିଧାନ‌ରୁ

ଭାଡ଼ି ଚହଲେଇବା

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - [ଗଡ଼ଜାତ]କ୍ରିୟାପଦ -

[ସମ୍ପାଦନା]

ଶିକାର ଉଦ୍ଦେଶ୍ୟରେ ଘେରିଥିବା ଲୋକେ ବାଦ୍ୟାଦି ବଜାଇ ଓ ପାଟିକରି ଘେର ମଧ୍ୟସ୍ଥ ଜନ୍ତୁମାନଙ୍କୁ ଶିକାରୀମାନଙ୍କ ଭାଡ଼ି ପାଖକୁ ହୁରୁଡ଼ାଇବା କାର୍ଯ୍ୟ ଆରମ୍ଭ କରିବା —(the beaters) To commence the beat.