Jump to content

ଭାଡ଼ି ମାରିବା

ଉଇକିଅଭିଧାନ‌ରୁ

ଭାଡ଼ି ମାରିବା

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଘର ମଧ୍ୟରେ ଖୁଣ୍ଟ ପୋତି ତା ଉପରେ ପଟା ପକାଇ ଭାଡ଼ି ତିଆରି କରିବା
୨. ରାତିରେ କ୍ଷେତ ଜଗିବା ପାଇଁ କ୍ଷେତରେ ବା କ୍ଷେତ ପାଖରେ ଖୁଣ୍ଟ ପତି ଭାଡ଼ି ତିଆରି କରିବା