Jump to content

ଭାଡ଼ୁଭାଡ଼ୁ

ଉଇକିଅଭିଧାନ‌ରୁ

ଭାଡ଼ୁଭାଡ଼ୁ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ଅ. (ଧ୍ୱନ୍ୟନୁକରଣ)

[ସମ୍ପାଦନା]

ଭଡ଼୍ ଭଡ଼୍; କୌଣସି ଟାଣ ପଦାର୍ଥ ଚୋବାଇବାର ଶବ୍ଦ — Sound of chewing hard things.

[ଉ—ପଡ଼ଶୁଣୀ ଘର ପିଠା ଦେଖି ମନ ରବେଇ ଖବେଇ, ଘସି ଫଡ଼ା ଖଣ୍ଡେ ହାତରେ ଧରି ଭାଡ଼ୁ ଭାଡ଼ୁ ଚୋବେଇ ଢ଼ଗ]