Jump to content

ଭାଣ

ଉଇକିଅଭିଧାନ‌ରୁ

ଭାଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଭଣ୍ ଧାତୁ=କହିବା+ଅଧିକରଣ. ଅ)

[ସମ୍ପାଦନା]
୧. ଏକ ଅଙ୍କରେ ସମାପ୍ତ ନାଟ୍ୟ ଗ୍ରନ୍ଥବିଶେଷ —୧. A drama in one act.
୨. ପ୍ରତୀତି; ବୋଧ —୨. Belief; perception.
୩. ବାହାନା; ଛଳ; କପଟ —୩. Pretence; feigning.
୪. ଜ୍ଞାନ —୪. Knowledge.
୫. କଥା; ବାକ୍ୟ —୫. Saying; speech; utterance.