Jump to content

ଭାଣ୍ଡା

ଉଇକିଅଭିଧାନ‌ରୁ

ଭାଣ୍ଡା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ପ୍ରାଚୀନ)

[ସମ୍ପାଦନା]
୧. ଆପଦ —୧. Danger; calamity.

[ଉ—ଆରେ ବାବୁ ! ତୁମ୍ଭ ସବୁ ଭାଣ୍ଡା ଘେନିଯାଇ, ହାତ ସୁଖେ ପଶା ଖେଳି ଦୁଃଖକୁ ଦେଲଇଁ ସରଳା— ମହାଭାରତ. ବିରାଟ]

୨. ଜୀବନର ଘାଟୀ —୨. A crisis; critical point of one's life.