Jump to content

ଭାଣ୍ଡାଗାର

ଉଇକିଅଭିଧାନ‌ରୁ

ଭାଣ୍ଡାଗାର

ଉଚ୍ଚାରଣ

[ସମ୍ପାଦନା]

(ଭାଣ୍ଡାର—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଭାଣ୍ଡ=ଗଚ୍ଛିତ ଧନ+ଆଗାର)

[ସମ୍ପାଦନା]
୧. ଧନାଗାର; ଭଣ୍ଡାର —୧. Treasury.
୨. ବସ୍ତୁସଞ୍ଚୟ ସ୍ଥାନ; ସରଘର —୨. Store-house; magazine.
୩. ପୁଞ୍ଜି —୩. Fund; hoard.