Jump to content

ଭାଣ୍ଡାଗାରିକ

ଉଇକିଅଭିଧାନ‌ରୁ

ଭାଣ୍ଡାଗାରିକ

ଉଚ୍ଚାରଣ

[ସମ୍ପାଦନା]

(ଭଣ୍ଡାରିକ, ଭାଣ୍ଡାରୀ—ଅନ୍ୟରୂପ)

(ଭାଣ୍ଡାଗାରିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ଭାଣ୍ଡାଗାର+ରକ୍ଷଣାର୍ଥେ ଇକ)

[ସମ୍ପାଦନା]
୧. କୋଷାଧ୍ୟକ୍ଷ —୧. Treasure.
୨. ସରଘରର ରକ୍ଷକ —୨. Store- keeper; store-house-keeper.