Jump to content

ଭାଣ୍ଡିଆ

ଉଇକିଅଭିଧାନ‌ରୁ

ଭାଣ୍ଡିଆ

ଉଚ୍ଚାରଣ

[ସମ୍ପାଦନା]
[ଭାଣ୍ଡେ(ଣ୍ଡୋ)ଈ—ସ୍ତ୍ରୀ] 

ଅନୁବାଦ

[ସମ୍ପାଦନା]

ଦେଶଜ - ବିଣପୁଲିଙ୍ଗ - (ସଂସ୍କୃତ - ଭଣ୍ଡ)

[ସମ୍ପାଦନା]
୧. ଭାଣ୍ଡ; ନିର୍ଲ୍ଲଜ୍ଜ — ୧. Shameless.
୨. ବହୁଲୋକଙ୍କ ସମ୍ମୁଖରେ ଲଜ୍ଜା ବା ଅପମାନ ଗ୍ରସ୍ତ — ୨. Put to shame or humiliation before many people.
୩. ନିର୍ବୋଧ ଅବା ମିଥ୍ୟାବାଦୀ ବୋଲି ପ୍ରତିପାଦିତ —୩. Proved to be a liar; befooled.
୪. ଭଣ୍ଡୋର୍; ନଷ୍ଟ — ୪. Spoiled; nullified; undone.