ଭାଣ୍ଡୁଆ
ଦେଖଣା
ଭାଣ୍ଡୁଆ
ଉଚ୍ଚାରଣ
[ସମ୍ପାଦନା][ଭାଣ୍ଡେ(ଣ୍ଡୋ)ଈ—ସ୍ତ୍ରୀ]
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - ପୁଲିଙ୍ଗ - (ସଂସ୍କୃତ - ଭଣ୍ଡ)
[ସମ୍ପାଦନା]- ୧. ଶଠ; ଭଣ୍ଡ —୧. Swindling; deceptive.
- ୨. ନିର୍ଲ୍ଲଜ୍ଜ — ୨. Shameless.
- ୩. ଭାଡ଼ୁଆ — ୩. Bawdy.
- ୪. ଥଟ୍ଟିଲ୍ —୪. Jestive.
- ୫. ବହୁ ଲୋକଙ୍କ ମଧ୍ୟରେ ଯେ ଅନ୍ୟକୁ ଲଜ୍ଜିତ ବା ହାସ୍ୟାସ୍ପଦ କରେ —୫. Humiliating or putting a person to shame.
- ୬. ଅଶ୍ଳୀଳଭାଷୀ ବ୍ୟକ୍ତି — ୬. Speaker of indecencies.