ଭାତରେ ମାରିବା
ଦେଖଣା
ଭାତରେ ମାରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ଭାତରେ ଧୂଳି ଦେବା—ଅନ୍ୟରୂପ)
ଦେଶଜ - କ୍ରିୟାପଦ -
[ସମ୍ପାଦନା]କୌଣସି ବ୍ୟକ୍ତିକୁ ହସ୍ତଦ୍ୱାରା ପ୍ରହରାଦି ଦଣ୍ଡ ନ ଦେଇ ତାହାର ଭାତ ବା ଦାନା ବନ୍ଦ ହେବାର ଉପାୟ କରିବା ବା ଜୀବିକା କାଢ଼ି ନେବା — To punish a person by stopping his food or taking away the means of his living instead of beating him with one's hands.
(ଉ—ହାତରେ ନ ମାରି ଭାତରେ ମାରିବା—ଢଗ)
ଭାତରେ ମାରିବା
ଦେଶଜ - କ୍ରିୟାପଦ -
[ସମ୍ପାଦନା]ଖାଇବାକୁ ନ ଦେଇ ହରକତ କରିବା ବା ମାରି ପକାଇବା