Jump to content

ଭାତା

ଉଇକିଅଭିଧାନ‌ରୁ

ଭାତା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଭସ୍ତ୍ରା, ଭସ୍ତ୍ରୀ)

[ସମ୍ପାଦନା]

ବାୟୁ ସାହାଯ୍ୟରେ ନିଆଁ ଜାଳିବା ପାଇଁ ବ୍ୟବହୃତ କମାରର ଚମ ମୁଣା —Black- smith's bellows.

(ଉ—ଲୌହ— କାରକ ଗୃହେ ଭାତି କିବା ନିଶ୍ୱାସ ନ ଛାଡ଼ନ୍ତି—ଜଗନ୍ନାଥ. ଭାଗବତ)