Jump to content

ଭାତିଆ

ଉଇକିଅଭିଧାନ‌ରୁ

ଭାତିଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଭାତ୍ୟା—ଅନ୍ୟରୂପ)

ପ୍ରାଦେଶିକ - (ଗଞ୍ଜାମ, ଗଡ଼ଜାତ) ବିଶେଷ୍ୟ - (ସଂସ୍କୃତ - ଭକ୍ତ; ସଂସ୍କୃତ - ଭୃତି=ବେତନ)

[ସମ୍ପାଦନା]
୧. ଦରମା —୧. Salary.
୨. ଖୋରାକି —୨. Maintenance-allowance.

(ଉ—ଆଉ ମଲାମରୁଡ଼ିରେ ଭାତିଆ ବାବଦ୍କୁ କିଛି ଖର୍ଚ୍ଚା—ଫକୀରମୋହନ. ଛମାଣ ଆଠଗୁଣ୍ଠ)

୩. ଚାକରକୁ ଭାତ ପରିବର୍ତ୍ତରେ ଦିଆଯିବା ଧାନ; ମାସିକ ପଡ଼ିଧାନ ବା ଧାନ —୩. Monthly bole of paddy or money for expenses given to a servant in lieu of daily food.
୪. ଖାଦ୍ୟ ସାମଗ୍ରୀ — ୪. Victuals.
୫. (ଜିଲ୍ଲାବୋର୍ଡ; କାଉନ୍ସିଲ୍ ଆଦିର ଅବୈତନିକ ମେମ୍ୱରମାନେ ମିଟିଙ୍ଗ୍ରେ ଉପସ୍ଥିତ ହେବାପାଇଁ ପାଇବା ଖୋରାକି ଓ ଗସ୍ତଖର୍ଚ୍ଚା —୫. Travelling and fooding allowance given to honorary members [e.g. of District Boards, Councils etc.