ଭାତୁଆ
ଦେଖଣା
ଭାତୁଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବଣ. (ସଂସ୍କୃତ - ଭକ୍ତ)
[ସମ୍ପାଦନା]- ୧. ଭାତ ପରି (ଶୁକ୍ଳ, କୋମଳ) — ୧. (White, soft) Like boiled rice.
- ୨. ଭାତ ପରି ସ୍ୱାଦହୀନ —୨. Tasteless like rice.
ଅନୁବାଦ
[ସମ୍ପାଦନା]ଭାତୁଆ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଅନ୍ନର ଦାସ; ପରାନ୍ନପାଳିତ ବ୍ୟକ୍ତି — ୧. A person serving for food only; a person eating the salt of another.
- ୨. ଚାକର —୨. Servant.
(ଯଥା; ଭାତ ଥିଲେ ଭାତୁଆ ଅପୂର୍ବ?— ଢଗ)