Jump to content

ଭାତ ଗଳା

ଉଇକିଅଭିଧାନ‌ରୁ

ଭାତ ଗଳା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଭକ୍ତ+ଗଳନ)

[ସମ୍ପାଦନା]

ସିଦ୍ଧ ଅନ୍ନରୁ ପେଜ ଗାଳିବା — The act of scumming of boiled rice.

[ଦ୍ରଷ୍ଟବ୍ୟ —ପ୍ରକୃତରେ ଭାତ ଗଳା ଯାଏ ନାହିଁ, ଭାତରୁ ପେଜ ଗଳ ଯାଏ, ଏହା ଓଡ଼ିଆ ଭାଷାର ଗୋଟିଏ ବିଶେଷତ୍ୱ; ତୁଳ. କୋଡ଼ି ହାଣିବା, ଖଇ ଭାଜିବା, ଚୂଡ଼ା କୁଟିବା]