ଭାତ ପରଷା
ଦେଖଣା
ଭାତ ପରଷା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଭାତ ପରଷା
|
(ଭାତ ପରଷିବା—କ୍ରିୟାରୂପ)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଭକ୍ତ+ପରିବେଷଣ)
[ସମ୍ପାଦନା]ଖାଇବା ଲୋକଙ୍କ ପତ୍ରରେ ବା ଖାଦ୍ୟପାତ୍ରରେ ଅନ୍ନର ପରିବେଷଣ — The serving up of boiled rice on the plate of a dinner.