Jump to content

ଭାତ ପୁଡ଼ା

ଉଇକିଅଭିଧାନ‌ରୁ

ଭାତ ପୁଡ଼ା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଭାତ ବନ୍ଧା ହୋଇଥିବା ଲୁଗାର ପୁଡ଼ା — ୧. Some boiled rice tied up in cloth.
୨. ରେଖା ପଞ୍ଚମୀ ଦିନ ରାତିରେ ଘର ଚାଳରେ ଉକୁଚା ହେବା ଜୁଣର ବୁଣା ପୁଡ଼ିଆ; ପଣ୍ଡୁଅ —୨. A plaited roll of rush hung from the thatch over the front door of a house on the fifth day of the dark fortnight of the month of Bhāda.