ଭାତ ବର୍ତନ
(ଭାତ ବରତନ—ଅନ୍ୟରୂପ)
=== ଦେଶଜ - ବିଶେଷ୍ୟ - (ସହଚର)
ଭୃତ୍ୟକୁ ଦିଆଯିବା ଅନ୍ନ ଓ ଦରମା — Food and salary given to a servant.