Jump to content

ଭାତ ରନ୍ଧା

ଉଇକିଅଭିଧାନ‌ରୁ

ଭାତ ରନ୍ଧା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଭାତ ରାନ୍ଧିବା—କ୍ରିୟା)

ଦେଶଜ - ବିସଂସ୍କୃତ - (ଭକ୍ତ+ରନ୍ଧନ)

[ସମ୍ପାଦନା]

ଚାଉଳକୁ ସିଦ୍ଧ କରି ଅନ୍ନ ପ୍ରସ୍ତୁତ କରିବା —The act of boiling rice for food.

[ଦ୍ରଷ୍ଟବ୍ୟ —ଚାଉଳ ରନ୍ଧା ହୋଇ ଭାତ ହୁଏ; ଭାତ ରନ୍ଧା ଯାଏ ନାହିଁ]