Jump to content

ଭାଦ୍ର

ଉଇକିଅଭିଧାନ‌ରୁ

ଭାଦ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଭଦ୍ର+ଅ+ଇ=ଭାଦ୍ରୀ=ଭାଦ୍ର ପଦ ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା; ଭାଦ୍ରୀ+ମାସାର୍ଥେ. ଅ)

[ସମ୍ପାଦନା]

ଶରତ୍ ଋତୁର ପ୍ରଥମ ମାସ; ଶ୍ରାବଣର ପରବର୍ତ୍ତୀ ଓ ଆଶ୍ୱିନର ପୂର୍ବବର୍ତ୍ତୀ ଚାନ୍ଦ୍ରମାନ ମାସ; ଭୋଦୁଅ ମାସ —The lunar month following Ṡrābaṇa and preceding Āswina.